Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର
ବୌଦ୍ଧ: ରବିବାର ବିଳମ୍ବିତ ରାତ୍ରିରେ ଏକ ରୋଷେଇ ଗ୍ୟାସ ଟାଙ୍କିରେ ନିଆଁଲାଗି ଫାଟିଯିବା ଫଳରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଭସ୍ମିଭୂତ ହୋଇଯିବାସହ ୨ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଭଳି ଦୁଃଖଦ ଘଟଣାଘଟିଛି ବୌଦ୍ଧଥାନା ଅନ୍ତର୍ଗତ ବୀରନରସିଂହପୁର ପଞ୍ଚାୟତର!-->…
Read More...
Read More...
ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ
ବୌଦ୍ଧ : ଆଜି ଭୋର୍ ସମୟରେ ବିଷଧର ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ଗ୍ରାମପଞ୍ଚାୟତର ବଡଗୋଛାପଡା ଗ୍ରାମର ନଇବାଲୀ ସାହୁ (୬୨ବର୍ଷ) । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ୩ଘଣ୍ଟା ସମୟରେ!-->…
Read More...
Read More...
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି : ଆଜି ପୁଣି ବାଲେଶ୍ୱରରୁ ୫ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଦେଶରେ ବିଶ୍ୱ ମହାମାରୀ ବିଭୀଷିକା ଦେଖାଉଥିବା କୋଭିଡ-୧୯ କରୋନା ଓଡିଶାରେ ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଉତ୍ତର ଓଡିଶାରେ ଏହା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ସୋମବାର ସକାଳେ ବାଲେଶ୍ୱରରୁ!-->…
Read More...
Read More...
ଜଷ୍ଟିସ ମହମ୍ମଦ ରଫିକ୍ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ
ଭୁବନେଶ୍ୱର : ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ମହମ୍ମଦ ରଫିକ୍ ଶପଥ ଗ୍ରହଣ କରିଛନ୍ତି । ଲୋକସେବା ଭବନ କନଭେନସନ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜଷ୍ଟିସ ରଫିକଙ୍କୁ ପ୍ରଶାସନିକ ଶପଥ କରାଇଛନ୍ତି । ଏ ନେଇ ଆଜି ଲୋକସେବା ଭବନରେ ଏକ ସଂକ୍ଷିପ୍ତ ଶପଥ ଗ୍ରହଣ!-->…
Read More...
Read More...
ଭଲ ନିଦ୍ରା ପାଇଁ ଏହି କାମ କରନ୍ତୁ, ମିଳିବ ଫାଇଦା
ସୁସ୍ଥ ଶରୀର ପାଇଁ ଭଲ ନିଦ୍ରା ନିତାନ୍ତ ଆବଶ୍ୟକ । ହେଲେ ଆଜିର ବ୍ୟସ୍ତବହୁଳ ଏବଂ ଅବସାଦଗ୍ରସ୍ତ ଜୀବନରେ ଏହି ନିଦ ସ୍ୱପ୍ନ । ଯାହାର ଏବେ ଆଉ ଟେନ୍ସନ୍ ନେବାର ଆବଶ୍ୟକ ନାହିଁ । କାରଣ ଆସିଯାଇଛି ଏମିତି ଏକ ସୁନ୍ଦର ଉପାୟ ଯାହାକୁ ଆପଣେଇ ଆପଣ ଶୋଇବେ ଚିନ୍ତାମୁକ୍ତ ନିଦ । ସାଉଣ୍ଡ!-->…
Read More...
Read More...
ତାଲାବନ୍ଦ ପାଇଁ ସମସ୍ୟାରେ ବୁଣାକାର ପରିବାର, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭରତବାହାଲ ଗ୍ରାମରେ ୧୬ ଟି ବୁଣାକାର ପରିବାର କାହିଁ କାଳରୁ ପ୍ରତିକୂଳତା ମଧ୍ୟରେ ଜୀବିକା ନିର୍ବାହ କରୁଛନ୍ତି।ବର୍ତ୍ତମାନ କୋରନା ମହାମାରୀ ସଂକ୍ରମିତ ବୃଦ୍ଧି କୁ ରୋକିବା ପାଇଁ ସାରାଦେଶରେ ଲକ ଡାଉନ ଜାରି ହୋଇ ଥିବାବେଳେ!-->…
Read More...
Read More...
ମହିମା ସନ୍ୟାସୀଙ୍କୁ ସାହାଯ୍ୟର ହାତ ବଢାଇଲେ ବିଧାୟକ ସୁଧୀର ସାମଲ
ଢେଙ୍କାନାଳ: ସାରାବିଶ୍ୱକୁ ମହାମାରୀ କରୋନା କାୟା ବିସ୍ତାର କରିଛି । ଏଥିରୁ ନିସ୍ତାର ପାଇବା ପାଇଁ ଭାରତ ସରକାର ଓ ଓଡିଶା ସରକାର ଲକ୍ଡାଉନର ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ ଲକଡାଉନ ନିୟମ କଡାକଡି ରହିଥିବାବେଳେ ଏଥିରୁ ବାଦ୍ପଡିନି ଢେଙ୍କାନାଳ ଜିଲ୍ଲା । ଢେଙ୍କାନାଳ ଜିଲ୍ଲାର!-->…
Read More...
Read More...
ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର : ଚଳଚିତ୍ର, ନାଟ୍ୟ ଜଗତରେ ପାଞ୍ଚ ଦଶନ୍ଧି ଧରି ଜଣାଶୁଣା ଲୋକପ୍ରିୟ ସଂଳାପକାର ବିଜୟ ମିଶ୍ର ଆଜି ଅପରାହ୍ନରେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 83ବର୍ଷ ହୋଇଥିଲା I ଜୀବନକାଳ ମଧ୍ୟରେ ସେ ବହୁ ଯଶ ଲାଭ କରିଥିଲେ I ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳି!-->…
Read More...
Read More...
ସପ୍ତାହିକ ହାଟରେ ମା ମାଉଳୀ ଯୁବକ ସଂଘ ପକ୍ଷରୁ ମାସ୍କ ବଣ୍ଟନ
ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ର ବେଲାଦୁଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ପକ୍ଷରୁ ଗାଁ ର ସାପ୍ତାହିକ ହାଟରେ ମାସ୍କ ବଣ୍ଟନକରାଯାଇଛି । ହାଟ କୁ ଆସୁଥିବା ସମସ୍ତ ଚାଷୀ ଙ୍କୁ ମାସ୍କ ଦିଆ ଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଗାଁ ରେ ପୋଲିସ ଅଧିକାରୀ!-->…
Read More...
Read More...
ସରକାର କା ମାଲ୍ ଦରିଆମେ ଡାଲ୍ : ବିଘଟନ ଅବସ୍ଥାରେ ଜୈବ ବିଘଟକ ଆବର୍ଜନା କୁଣ୍ଡ
ବୌଦ୍ଧ : ପରିବେଶକୁ ସଫସୁତୁରା ରଖିବା ପାଇଁ ସରକାର ସ୍ୱଚ୍ଛ ଭାରତ ଯୋଜନା କରିଛନ୍ତି । ବାହାରୁଥିବା ଆବର୍ଜନାଗୁଡିକୁ ଜୈବିକ ପଦ୍ଧତିରେ ବିଘଟନ କରିବା ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଛନ୍ତି । ମାତ୍ର ପରିଚାଳନାଗତ ଅବ୍ୟବସ୍ଥା ଓ ଦୁର୍ନୀତି ଯୋଗୁଁ ତାହାର ସୁଫଳ!-->…
Read More...
Read More...