Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚୁଡାନ୍ତ ପର୍ଯ୍ୟାୟରେ କୋଭିଡ ହସ୍ପିଟାଲ ପ୍ରସ୍ତୁତି : ମହାନଗର ଅନ୍ତର୍ଗତ ଘରେ ଘରେ ସର୍ଭେ କାର୍ଯ୍ୟ ଆରମ୍ଭ
ସମ୍ବଲପୁର: ସମ୍ବଲପୁର କୋଭିଡ ହସ୍ପିଟାଲ ରୁପାନ୍ତରଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଦିନେ ଦୁଇଦିନ ଭିତରେ ଏହା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି । ଗତ ବୁଧବାର ଦିନ ଏହାର ନିର୍ମାଣକାର୍ଯ୍ୟ ତଦାରଖ ଓ ସମୀକ୍ଷା ପାଇଁ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ତଥା!-->…
Read More...
Read More...
ଆମ ଆଦମୀ ପାର୍ଟି ଓ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ମାସ୍କ ବଣ୍ଟନ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆମଆଦମୀ ପାର୍ଟି ଗଜପତିଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜସାମନ୍ତଙ୍କ ନେତୃତ୍ୱରେ ମୁଖ୍ୟ ଚିକିତ୍ସାଳୟ ଠାରେ ସଫେଇ କର୍ମଚାରୀ ମାନଙ୍କୁ ହାତ ତିଆରି କଟନ ମାସ୍କ ବଣ୍ଟନ ଅନୁଷ୍ଟିତ ହୋଇଯାଇଛି। ଆପ ସଦସ୍ୟ ତ୍ରିନାଥ ପ୍ରସାଦ ପଟ୍ଟନାୟକ ଗଜପତି!-->…
Read More...
Read More...
ପିଲାଙ୍କୁ ବହି ମିଳିବା ନେଇ ସନ୍ଦେହ : ଜିଲ୍ଲାରୁ ଫେରାର ମାରିଛନ୍ତି ଅନେକ ଶିକ୍ଷକ
ବୈାଦ୍ଧ: ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଅପ୍ରେଲମାସ ୨୫ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯିବ । ସୂଚନା ଅନୁଯାୟୀ ଏ ସମସ୍ତ ଶ୍ରେଣୀର ପାଠ୍ୟପୁସ୍ତକ କ୍ଲଷ୍ଟର ସ୍ତରରେ ମହଜୁଦ ଅଛି । ହେଲେ କରୋନା ଯୋଗୁଁ!-->…
Read More...
Read More...
୫ଟି ସଚିବଙ୍କ ତାଳଚେର କୋଭିଡ୍-୧୯ ହସ୍ପିଟାଲ୍ ପରିଦର୍ଶନ
ସାଉଥବଲଣ୍ଡା:କୋରୋନା ଭୂତାଣୁର ମୁକାବିଲା କରିବା ପାଇଁ ତାଳଚେରସ୍ଥିତ ଏମ୍ସିଏଲ୍ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ ପରିସରରେ ନିର୍ମିତ କୋଭିଡ୍-୧୯ ହସ୍ପିଟାଲ୍ର ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି । ଏମ୍ସିଏଲ୍ ଓ ଭୂବନେଶ୍ୱର ସମ୍ ହସ୍ପିଟାଲର ମିଳିତ ସହଯୋଗରେ!-->…
Read More...
Read More...
ସହରାଞ୍ଚଳ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ 100କୋଟି ଘୋଷଣା
ଭୁବନେଶ୍ୱର : କୋଭିଡ-୧୯ ସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି କରିଛି । ଏହାର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୌରାଞ୍ଚଳର ସହରମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା!-->…
Read More...
Read More...
ବିଜୁ ଶ୍ରାଦ୍ଧ ଦିବସରେ ୫୬ଜଣ ସ୍ୱେଚ୍ଛାସେବୀଙ୍କ ରକ୍ତଦାନ
ସମ୍ବଲପୁର: ସମଗ୍ର ବିଶ୍ୱ ବର୍ତ୍ତମାନ ମହାମାରୀ କରୋନା ପ୍ରକୋପରେ ଆକ୍ରାନ୍ତ ଓ ଏହା କବଳରୁ ଆମଦେଶ ମୁକ୍ତ ନୁହେଁ । ଏପରି ସମୟରେ ଦେଶର ପ୍ରାୟ ସମସ୍ତ ମେଡିକାଲରେ ରକ୍ତର ଅଭାବ ପରିଲକ୍ଷିତ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡିଶାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି!-->…
Read More...
Read More...
ବାର୍ଥ ଡେ’ ସ୍ପେଶାଲ : ଧୋନୀଙ୍କ ଶେଷ ଟେଷ୍ଟ ମ୍ୟାଚରେ କରିଥିଲେ ଡେବ୍ୟୁ, ଜାଣନ୍ତୁ ରାହୁଲଙ୍କ କେତେକ ରେକର୍ଡ…
ନୂଆଦିଲ୍ଲୀ : ଭାରତର ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆଜି ନିଜର ୨୮ତମ ଜନ୍ମ ପାଳନ କରୁଛନ୍ତି । ରାହୁଲଙ୍କ ଜନ୍ମ ୧୮ ଅପ୍ରେଲ ୧୯୯୨ରେ ମେଙ୍ଗାଲୁରୁରେ ହୋଇଥିଲା । ରାହୁଲଙ୍କ କ୍ରିକେଟର କ୍ୟାରଅର ଉତ୍ଥାନ ପତ୍ତନ ଦେଇ ଗତି କରୁଛି . ରାହୁଲ ୨୦୧୪ ଟେଷ୍ଟ ପଦାର୍ପଣ କରିଥିଲେ । କିନ୍ତୁ!-->…
Read More...
Read More...
୮୦ ବର୍ଷୀୟ ଶିକ୍ଷକ ରିଲିଫ ପାଣ୍ଠିକୁ ଦେଲେ ୨୩ ହଜାର ଟଙ୍କା
ସମ୍ବଲପୁର :ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିବା ରଘୁନାଥ ପୂଝାରୀ (୮୦) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୩ ହଜାର ଟଙ୍କା ଦାନ କରିଛନ୍ତି । ସେ ନିଜ ପ୍ରାପ୍ତ ପେନସନରୁ ଏହି ରାଶି ଏକ ଚେକ ରୂପେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି ।!-->…
Read More...
Read More...
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ
ପାଟଣାଗଡ଼ : କରୋନା ଭୁତାଣୁ ଜନିତ ରୋଗ ସାରା ବିଶ୍ବ କୁ ଆତଙ୍କିତ କରୁଛି ।କରୋନା ମହାମାରୀ ରାକ୍ଷସ କୁ ପରାସ୍ତ କରିବାର ଅମୋଘ ଅସ୍ତ୍ର ହିଁ ମାସ୍କ ତା ସହିତ ସାମାଜିକ ଦୂରତା , ସଫାସୁତୁରା ଏବଂ ଘରେ ରହିବା ,।ଘରୁ ବାହାରକୁ ବାହାରିଲେ ମୁହଁ ରେ ମାସ୍କ କିମ୍ବା ଓଢଣି , ରୁମାଲ , ଗାମୁଛା ,!-->…
Read More...
Read More...
ବଲାଙ୍ଗିର, ବରଗଡ, ସୋନପୁର ଓ କନ୍ଧମାଳ ଗସ୍ତରେ ମୁଖ୍ୟ ଶାସନସଚିବ ଓ ୫-ଟି ସଚିବ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ହଠାତ୍ ପଶ୍ଚିମ ଓଡିଶାର ବଲାଙ୍ଗୀର, ବରଗଡ, ସୋନପୁର ଓ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ସେମାନେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପରେ ଅନ୍ୟ ନିର୍ଦ୍ଧାରିତ ଜିଲ୍ଲାଗୁଡିକୁ ଗସ୍ତ କରି ସେଠାରେ!-->…
Read More...
Read More...