ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଗ୍ୟାସ୍ ବୋଝେଇ ଟ୍ରକ୍; ୧୬ ମୃତ, ୨୬ ଗୁରୁତର
ରାୟପୁର: ଭୟଙ୍କର ଦୁର୍ଘଟଣା। ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଗ୍ୟାସ୍ ବୋଝେଇ ଟ୍ରକ୍। ଏଥିରେ ପ୍ରାୟ ୧୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ସକାଳେ ଝାଡଖଣ୍ଡରେ ଏଭଳି ମର୍ମନ୍ତୁ ସଡକ ଦୁର୍ଘଟଣା ଘଟିଛି। ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ!-->…
Read More...
Read More...