ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗର ମିସନ୍‌ କ୍ଲିନ୍‌ ଗଞ୍ଜେଇ ପୁଣି ନଷ୍ଟ ହେଲା ୧୯କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌…

ବାଲିଗୁଡ଼ା,୨୫/୧୧: ଯୋର୍‌ ଧରିଲା ମିସନ୍‌ କ୍ଲିନ୍‌ ଗଞ୍ଜେଇ । ପୁଣି ନଷ୍ଟ ହେଲା ୧୯ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ମାଦିନାଟ,ବାଲିସୁଗା ଓ ବୁଡ୍ରୁକିଆ ଅଞ୍ଚଳର ୧୯୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌
Read More...

ରାଜ୍ୟରେ ପୁଣି ୭୩୦ କରୋନା ପଜିଟିଭ ଚିହ୍ନଟ, ୧୬ ମୃତ

ଭୁବନେଶ୍ୱର ୨୫ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୬୦୦୧ରେ ପହଞ୍ଚିଛି ।
Read More...

ପି.ଏମ.ଏ.ୱାଇ. ଅର୍ଥ ହଡପ ନେଇ ଥାନାରେ ଏତଲା ଦେଲେ ବିଡିଓ

ବୌଦ୍ଧ,୨୫/୧୧ - ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କିରାସିରା ଓ ବଡମାଲ୍‌ ଗ୍ରାମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥହଡପ ମାମଲାରେ ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ ବୌଦ୍ଧ ଆଦର୍ଶ ଥାନାରେ ଏଫଆଇଆର ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବିଡିଓ ଆବାସ
Read More...

ବାଇକ ସହ ଅଜଣା କାର୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, ୨ ଗୁରୁତର

ବୌଦ୍ଧ,୨୫/୧୧ - ଗତକାଲି ସନ୍ଧ୍ୟାରେ ଚାରିଛକ - ଫୁଲବାଣୀ ରାସ୍ତାର ରାଣୀପଥର ଘାଟୀ ନିକଟରେ ଏକ ଅଜଣା କାର୍‌ ଗୋଟିଏ ବାଇକକୁ ଧକ୍କାଦେବା ଫଳରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ବୃଦ୍ଧାଙ୍କ ପୁଅ ଓ ନାତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି
Read More...

ଶ୍ରୀ ଶ୍ରୀ କନ୍ଧେଶ୍ୱର ଶୈବ ପୀଠରେ କ୍ଷୀରଶାୟୀ ଅନୁଷ୍ଠିତ

ବୌଦ୍ଧ,୨୪/୧୧ - ବୌଦ୍ଧ ବ୍ଲକ୍ କସୁରବନ୍ଧ ଗ୍ରାମ ପଞ୍ଚାୟତରେ ସାନ ଡୁଙ୍ଗରିପାଲି ଗ୍ରାମରେ କନ୍ଧବିନ୍ଧା ନାଳ ମଧ୍ୟରେ ମୁକ୍ତାକାଶ ତଳେ ବିରାଜିତ ଶ୍ରୀ ଶ୍ରୀ କନ୍ଧେଶ୍ୱର ଶୈବ ପୀଠରେ କ୍ଷୀରଶାୟୀ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଭକ୍ତ ମାନେ ଭକ୍ତି ଓ ନିଷ୍ଠାର ସହ ଶ୍ରୀ କନ୍ଧେଶ୍ୱର
Read More...

ଶୀତରେ ଥରିଲା ଦାରିଙ୍ଗବାଡ଼ି , ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ, ଆହୁରି କମିବ ତାପମାତ୍ରା

ଦାରିଙ୍ଗବାଡ଼ି,୨୪/୧୧ : ଦାରିଙ୍ଗବାଡ଼ି ଅଞ୍ଚଳରେ ସୋମବାର ରାତି ଠାରୁ ପ୍ରବଳ ଶୀତ ଅନୁଭୂତ ହୋଇଛି। ଗତକାଲି  ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା ସୁଦ୍ଧା ଏହା ଗୋଟିଏ ଦିନରେ ୩.୫ ଡିଗ୍ରୀ ହ୍ରାସ ପାଇ ଚଳିତ ବର୍ଷର ସର୍ବନିମ୍ନ ୯ ଡିଗ୍ରୀ
Read More...

42 ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ବୌଦ୍ଧ,୨୪/୧୧ - ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଅବକାରୀ ବିଭାଗ ଆଜି ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତର ଗଣ୍ଡିସରେ ଗ୍ରାମ ନିକଟରେ ଥିବା 42 ଏକର ଜଙ୍ଗଲ ଜମିରୁ ବେ- ଆଇନ୍ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ଠାବ କରି କାଟିଥିଲେ l କଟା ଯାଇଥିବା ଗଞ୍ଜେଇ ଗଛର ମୁଲ୍ୟ
Read More...

ସାହାଯ୍ୟ ଅପେକ୍ଷାରେ ଦେବକୀ

ଫୁଲବାଣୀ,୨୪/୧୧: ମାସେ କି ଦି ମାସ ନୁହେଁ ଗଲା ୩ ବର୍ଷ ହେଲାଣି ବିଞ୍ଚଣାରେ ପଡିରହିଛି କନ୍ଧମାଳ ଜିଲ୍ଲ। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପରିକୁଡି ପଞ୍ଚାୟତର ସକାଡି ଗ୍ରାମର ଦେବକୀ କୁଦେଇ । ଦେବକୀର ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ବଡ଼ ଡାକ୍ତରଖାନା ନେଇପାରୁନାହାନ୍ତି ପରିବାର ଲୋକେ ।
Read More...

ଅଁଳାନବମୀ ଉପଲକ୍ଷେ ପରିବେଶ ସଚେତନତା ଅଭିଯାନ

ସମ୍ବଲପୁର : ସ୍ଥାନୀୟ ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ଡୁଙ୍ଗିପାଲି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅଁଳା ବୃକ୍ଷକୁ ପୂଜାଅର୍ଚ୍ଚ଼ନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଥିଲା ଏବଂ ପରେ ଗ୍ରାମର
Read More...

ବୌଦ୍ଧ: ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୪/୧୧ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ୩ ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୭୨୮ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୬୭୫ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ
Read More...