ଦିବ୍ୟାଙ୍କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରି ହୋଇଯାଇଥିଲା ନିସ୍ତବ୍ଧ

୧୯୯୩ ମସିହା ଅପ୍ରେଲ୍ ମାସ ୫ ତାରିଖ । ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୁଭିଲା ଶୋକର ପଦଧ୍ୱନୀ । ବୁଝୁବୁଝୁ କଣ ନା ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଦାଡ଼ିର ଚୁଲବୁଲି ହିରୋଇନ୍ ଦିବ୍ୟା ଭାରତୀ ତାଙ୍କ ବାସଭବନର ୫ମ ମହଲାରୁ ପଡ଼ି ପ୍ରାଣ ହରାଇଛନ୍ତି । ଏହା ଶୁଣି ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ତାଜୁବ୍
Read More...

ଲକ୍‌ଡାଉନ୍ ସମ୍ପର୍କିତ ଆଲୋଚନା କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଅନୁପମ ଶାହା ଆଜି ଗୁମ୍ମା ବ୍ଲକ ଅଚାନକ ଗ୍ରସ୍ତ କରି ବ୍ଲକରେ କରୋନା ଭାଇରସର କଡ଼ା ମୁକାବିଲା କରାଯିବା ନେଇ ଲକ୍‌ଡାଉନ୍ କିଭଳି କାର୍ଯ୍ୟକାରୀ କରାଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେଠାରେ ଜିଲ୍ଲାପାଳ ଅନୁପମ ଶାହା, ବିଡ଼ିଓ ନଟବର ଗରଡ଼ାଙ୍କ
Read More...

ଗୋଷ୍ଠୀ ସଂକ୍ରମଣ ଡର ହଟିଛି : ସରକାରୀ କଟକଣା ନମାନିଲେ ଆହୁରି ଅଧିକ କଠୋର ନିଷ୍ପତ୍ତି ନିଆଯାଇପାରେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଆଜି ରାତି ୮ଟାରେ ଶେଷ ହେବ । ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରର ଲୋକମାନେ ସଟ୍‌ଡାଉନକୁ ଯେଭଳି ସଫଳ କଲେ ତାହାକୁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି । ଧନ୍ୟବାଦ ଛଳରେ ମୁଖ୍ୟ
Read More...

ସାହାଯ୍ୟ ଅପେକ୍ଷାରେ ପଥରିଆ ପରିବାର

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ମରୁଆ ପଂଚାୟତ ପାଢେଲ ଠାରେ ସବୁ ବର୍ଷ ପରି ଶିଳ ଶିଳପୁଆ ଇତ୍ୟାଦି ତିଆରି ଓ ବୁଲି ବୁଲି ବିକିବା ପାଇଁ ନୂଆପଡା କୋମନା ସିଆଲଲତି ଓ ଛତିଶଗଡ ବସ୍ତର ଅଂଚଳର 4ଟି ପରିବାର ର 3ଛୋଟଛୁଆ 5ମହିଳା ସମେତ 14 ଜଣ କରୋନା କଟକଣା ହେତୁ ଅସୁବିଧାରେ ଅଛନ୍ତି I ବେପାର
Read More...

ମହିଳାଙ୍କ ସାହାଯ୍ୟ ରେ ପରିବା ଯୋଗାଣ

ସମ୍ବଲପୁର : କରୋନା କଟକଣା ପାଇଁ ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ମହିଲା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ନିୟୋଜିତ କରି ସକ୍ରିୟତା ଦର୍ଶାଇଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ତାଜାତଟକା ପନିପରିବା ଯୋଗାଇ ଦିଆ ଯାଉଛି ଓ
Read More...

୨୪ ଘଣ୍ଟାରେ ମଲେଣି ୯ ସନ୍ତ୍ରାସବାଦୀ

ନୂଆଦିଲ୍ଲୀ :ଜମ୍ମୁ-କାଶ୍ମୀରର ସୀମାନ୍ତରେ ୨୪ ଘଣ୍ଟାରେ ୯ ସନ୍ତ୍ରାସବାଦୀ ନିହତ ହେଲେଣି ବୋଲି ଆଜି ଭାରତୀୟ ପଦାତିକ ବାହିନୀ ପକ୍ଷରୁ ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଏହି ସନ୍ତ୍ରାସବାଦୀମାନେ ଦୁଇଟି ପୃଥକ ପୃଥକ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଯେଉଁଥିରେକି ସନ୍ତ୍ରାସବାଦୀଙ୍କ
Read More...

କରୋନାରୁ ବଞ୍ଚିବାକୁ ପ୍ରିୟଙ୍କା ଦେଲେ ଏହି ଉପଦେଶ

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କରୋନା ଭାଇରସ୍ ବିରୁଦ୍ଧ ଲଢେଇରେ ଅଧିକରୁ ଅଧିକ ପରୀକ୍ଷଣ ହିଁ ସବୁଠୁ ଭଲ ଉପାୟ ବୋଲି କହିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଅଧିକ ପରୀକ୍ଷଣ କରାଯିବା ଦିଗରେ ତତ୍କାଳ କାର୍ଯ୍ୟ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ,
Read More...

ଲକ୍ ଡାଉନର ପ୍ରଭାବ : ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଜୀବିକା ହରାଇଲେ କଳାକାର, ମାନସିକଧାରୀ ହତାଶ

ବୌଦ୍ଧ : ତୈତ୍ରମାସରେ ବୌଦ୍ଧ ଜିଲ୍ଲାର ଗାଁ ଦାଣ୍ଡ ଦୁଲୁକି ଉଠେ ଦଣ୍ଡନୃତ୍ୟର ଷୋହଳ ଖଣ୍ଡ ବାଦ୍ୟର ତାଳେ ତାଳେ । ବିଭିନ୍ନ ଶୈବପୀଠରୁ ଦଣ୍ଡନୃତ୍ୟଦଳ ବାହାରି ଗାଁ ଗାଁରେ ଶୈବ ଓ ଶାକ୍ତ ମତବାଦର ପ୍ରଚାର ପ୍ରସାର କରିବା ସହ ମନୋରଂଜନର ଖୋରକ ଯୋଗାଇ ଆସୁଥିଲେ । ଏକୋଇଶିଆ ଦଣ୍ଡଦଳମାନେ ମାର୍ଚ୍ଚ
Read More...

ବିଧାୟକଙ୍କ ସହଯୋଗରେ ମାସ୍କ୍ ବଣ୍ଟନ

ପାଟଣାଗଡ଼: ବେଲପଡ଼ା ବ୍ଲକରେ ଜରୁରୀକାଳୀନ ପରିସ୍ଥିତିରେ କାମ କରୁଥିବା ବ୍ୟାଙ୍କ, ପୁଲିସ୍‌, ଡାକ୍ତରଖାନା, ବ୍ଲକ, ତହସିଲ ଭଳି ଆଦି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସହଯୋଗରେ ମାସ୍କ୍ ବଣ୍ଟନ କରାଯାଇଛି । ଏଥିରେ ଦୁର୍ଯ୍ୟୋଧାନ କୁମ୍ଭାର, ଗରେଶ
Read More...