ଏଣିକି ହାଇକୋର୍ଟରେ ଇ-ଫାଇଲିଂ ଦ୍ୱାରା କରାଯିବ କେସ ଫାଇଲ
କଟକ : ଇ-ଫାଇଲିଂ ଦ୍ୱାରା ହାଇକୋର୍ଟରେ ଏଣିକି କେସ୍ ଫାଇଲ କରାଯିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି କରାଯିବ । କରୋନ ପାଇଁ ହୋଇଥିବା ଲକଡାଉନ ସମୟରେ ନ୍ୟାୟ ପ୍ରଦାନ ପାଇଁ ଓଡିଶା ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଜି ଓଡିଶା ହାଇକୋର୍ଟ ଇ-ଫାଇଲିଂ ଓ ଭିଡିଓ!-->…
Read More...
Read More...