Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ହଜାରରେ ଅଧିକ କରୋନା ଆକ୍ରାନ୍ତ ନିଜାମୁଦ୍ଦିନ ଲିଙ୍କ୍
ନୂଆଦିଲ୍ଲୀ,: ଦେଶରେ ବର୍ତ୍ତମାନ ସୁଦ୍ଧା ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛି ତା\'ମଧ୍ୟରୁ ୧ହଜାରରୁ ଅଧିକ ରୋଗୀଙ୍କର ନିଜାମୁଦ୍ଦିନ ଲିଙ୍କ୍ ରହିଛି । ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ନିଜାମୁଦ୍ଦିନରୁ ମୁସଲିମମାନେ ୧୭ଟି ରାଜ୍ୟକୁ ଯାଇଛନ୍ତି । ଅର୍ଥାତ୍ ସେମାନଙ୍କ ଯୋଗୁଁ!-->…
Read More...
Read More...
୨୪ ଘଣ୍ଟାରେ ମଲେଣି ୯ ସନ୍ତ୍ରାସବାଦୀ
ନୂଆଦିଲ୍ଲୀ :ଜମ୍ମୁ-କାଶ୍ମୀରର ସୀମାନ୍ତରେ ୨୪ ଘଣ୍ଟାରେ ୯ ସନ୍ତ୍ରାସବାଦୀ ନିହତ ହେଲେଣି ବୋଲି ଆଜି ଭାରତୀୟ ପଦାତିକ ବାହିନୀ ପକ୍ଷରୁ ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଏହି ସନ୍ତ୍ରାସବାଦୀମାନେ ଦୁଇଟି ପୃଥକ ପୃଥକ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଯେଉଁଥିରେକି ସନ୍ତ୍ରାସବାଦୀଙ୍କ!-->…
Read More...
Read More...
କରୋନାରୁ ବଞ୍ଚିବାକୁ ପ୍ରିୟଙ୍କା ଦେଲେ ଏହି ଉପଦେଶ
ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କରୋନା ଭାଇରସ୍ ବିରୁଦ୍ଧ ଲଢେଇରେ ଅଧିକରୁ ଅଧିକ ପରୀକ୍ଷଣ ହିଁ ସବୁଠୁ ଭଲ ଉପାୟ ବୋଲି କହିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଅଧିକ ପରୀକ୍ଷଣ କରାଯିବା ଦିଗରେ ତତ୍କାଳ କାର୍ଯ୍ୟ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ,!-->…
Read More...
Read More...
କରୋନା ପଜିଟିଭ ମହିଳା ହେଲେ ମାଆ, ଡକ୍ଟର ପତି ମଧ୍ୟ ସଂକ୍ରମିତ
ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ନିଜକୁ ବଞ୍ଚାଇବା ପାଇଁ ଲୋକମାନେ ନିଜ ନିଜ ଘରୁ ବାହାରୁନାହାନ୍ତି । ଏହି ଅବସରର ଏକ ଖୁସି ଖବର ଆସିଛି । ଶୁକ୍ରବାର ରାତିରେ ଦିଲ୍ଲୀର ଏମ୍ସରେ କରୋନା ଭାଇରସରେ ପୀଡିତ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଉଭୟ!-->…
Read More...
Read More...
ଟ୍ରାଫିକ୍ ସ୍ଥିତି ବଦଳାଇ ଦେଇଛି ଲକଡାଉନ : ଗୁଗୁଲ ରିପୋର୍ଟ
ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ସାରା ଦେଶରେ ଟ୍ରାଫିକ୍ ସ୍ଥିତି ପୁରା ବଦଳି ଯାଇଛି । ଭାରତର କେଉଁ ସହରରେ କେଉଁ ଟ୍ରାଫିକ୍ ଅଂଚଳରେ ଲୋକଙ୍କ ଗତିବିଧି କିପରି ବଦଳିଛି ତାହାର ଏକ ଚିତ୍ର ସମ୍ବଳିତ ରିପୋର୍ଟ ଗୁଗୁଲ ସଂସ୍ଥା ପକ୍ଷରୁ ଜାରି କରାଯାଇଛି । ଯେଉଁ ସ୍ଥାନଗୁଡିକରେ ପ୍ରାୟ ସବୁଦିନ!-->…
Read More...
Read More...
ନିଜାମୁଦ୍ଦିନ କଳା ତାଲିକାଭୁକ୍ତଙ୍କ ମଧ୍ୟରେ ୪୧ଦେଶର ନାଗରିକ, କେଉଁ ଦେଶରୁ କେତେ ଜାଣନ୍ତୁ
ନୂଆଦିଲ୍ଲୀ ,: ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ହୋଇଥିବା ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀମାନଙ୍କୁ କଳାତାଲିକାଭୁକ୍ତ କରାଯାଇଛି । ଏହି କଳା ତାଲିକାଭୁକ୍ତ ବିଦେଶୀଙ୍କ ମଧ୍ୟରେ ୪୧ଟି ଦେଶର ନାଗରିକ ଥିବା ଜଣାପଡିଛି । ଅର୍ଥାତ୍ ୪୧ଟି ଦେଶରୁ ଆସିଥିବା ନାଗରିକମାନେ ସମ୍ମିଳନୀରେ!-->…
Read More...
Read More...
ଆଗକୁ ରାଜନୀତି କରିବାକୁ ଲମ୍ବା ସମୟ ପଡ଼ିଛି
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବର୍ତ୍ତମାନ ସମୟରେ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର । କରୋନା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ପ୍ରସ୍ତୁତି କରି ନାହାନ୍ତି ବୋଲି ସୋନିଆ ଗାନ୍ଧୀ ଅଭିଯୋଗ କରିବା ପରେ ସେ ପ୍ରତିକ୍ରିୟା!-->…
Read More...
Read More...
ଜନତାଙ୍କୁ ପିଏମ ମୋଦିଙ୍କ ନିବେଦନ : ଅପ୍ରେଲ ୫ ରାତି ୯ଟାରୁ ୯ ମିନିଟ ଯାଏଁ ଲାଇଟ୍ ବନ୍ଦ ରଖନ୍ତୁ
ନୂଆଦିଲ୍ଲୀ : କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ କଡ଼ା ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ପୂର୍ବାହ୍ନ ୯ଟାରେ କରୋନା ସହ ଲଢୁଥିବା ଦେଶର ଲୋକଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତାରେ!-->…
Read More...
Read More...
କରୋନା : ବିଲେଇ ଓ କୁକୁର ମାଂସ ଉପରେ କଟକଣା
ବେଜିଂ : ଚୀନରେ ପ୍ରଥମେ କରୋନା ଭାଇରସ ସୃଷ୍ଟି ହୋଇଥିଲା । ହୁବେଇ ପ୍ରଦେଶର ୟୁହାନ୍ ସହରରେ ଥିବା ଏକ ଆମିଷ ବଜାରରୁ ଏହି ଭାଇରସ ବ୍ୟାପିଥିଲା । ଏହାପରେ ଆମିଷ ବଜାରକୁ ବନ୍ଦ କରିଦିଆଯାଇଥିଲା । ମାଂସ ଖାଇବା ଉପରେ ଚୀନରେ କଟକଣା ଲଗାଯାଇଛି । ତେବେ ବର୍ତ୍ତମାନ ଯେଉଁ ଖବରକୁ ନେଇ ବେଶ!-->…
Read More...
Read More...
ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଲେ- ଲକଡାଉନ ପରେ କ’ଣ କରିବା କୁହନ୍ତୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ(ଭିସି) ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି, କରୋନା ସଂକ୍ରମଣ ମୁକାବିଲା କାର୍ଯ୍ୟ ଏବଂ କରୋନା ପରବର୍ତ୍ତୀ ସମୟର ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ବର୍ତ୍ତମାନ କେନ୍ଦ୍ର!-->…
Read More...
Read More...