Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବିଶ୍ୱକପ୍ ୨୦୧୯ ର ଖେଳସୂଚୀ
ନୂଆଦିଲ୍ଲୀ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି। ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ!-->…
Read More...
Read More...
ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନରେ ସମସ୍ତେ ଖୁସି
ନୂଆଦିଲ୍ଲୀ,୨୬/୩: ଆଇପିଏଲ୍ରେ ଡାଭିଡ୍ ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ତାଙ୍କ ଫ୍ରାଞ୍ଚାଇଜ୍ ଟିମ୍ର ସବୁ ଖେଳାଳି ଅତ୍ୟନ୍ତ ଉତ୍ସାହିତ । କେରଳର ଦ୍ରୁତ ବୋଲର ବାସିଲ୍ ଥମ୍ପି ଏହାକୁ ନେଇ ଅଧିକ ଖୁସି ଥିବା ଲକ୍ଷ୍ୟ କରାଯାଉଛି । ଥମ୍ପି ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ,!-->…
Read More...
Read More...
ବ୍ୟାଟିଂରେ ସୁଧାର ପାଇଁ କୋହଲିଙ୍କୁ ଅନୁଧ୍ୟାନ କରେ: ମନଜୋତ୍
ନୂଆଦିଲ୍ଲୀ,୨୬/୩: ବ୍ୟାଟିଂ ମୋର ପ୍ରଥମ ଆକର୍ଷଣ । ପ୍ରତି ଗେମ୍ରେ କିପରି ଆହୁରି ଅଧିକ ଭଲ ବ୍ୟାଟିଂ କରିବି ସେଥିନେଇ ମୋର ଚିନ୍ତା ନାହିଁ । ତେଣୁ ବ୍ୟାଟିଂରେ ଅଧିକ ଉନ୍ନତି ଆଣିବା ଲାଗି ମୁଁ ସବୁବେଳେ ବିରାଟ କୋହଲିଙ୍କ ବ୍ୟାଟିଂର ଭିଡ଼ିଓ ଭଲ ଭାବରେ ନିରୀକ୍ଷଣ କରେ । ଏକଥା ପ୍ରକାଶ!-->…
Read More...
Read More...
ଆଇପିଏଲ୍ ଜିତି ନ ଥିବାରୁ ଚିନ୍ତିତ ନୁହେଁ: କୋହଲି
ଚେନ୍ନାଇ: ଆଇପିଏଲ୍ ଟ୍ରଫି ଜିତି ନ ଥିବାରୁ ମୁଁ ଆଦୌ ବ୍ୟର୍ଥତାରେ ନାହିଁ, ଏଥି ପାଇଁ ବି ଚିନ୍ତିତ କି ବିବ୍ରତ ନୁହେଁ ବୋଲି କହିଛନ୍ତି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି। କିଛି ଦିନ ତଳେ କୋହଲିଙ୍କ ନୂଆଦିଲ୍ଲୀ ସାଥୀ ଗୌତମ ଗମ୍ଭୀର କହିଥିଲେ ଟ୍ରଫି ନ ଜିତି ଏତେ!-->…
Read More...
Read More...
ଚେନ୍ନାଇ ସୁପର୍ କିଙ୍ଗସର ସ୍ପିନରଙ୍କ କମାଲ
ଚେନ୍ନାଇ: ଆଇପିଏଲ୍ ଦ୍ବାଦଶ ସଂସ୍କରଣରେ ଗତ ବର୍ଷର ବିଜେତା ଦଳ ଚେନ୍ନାଇ ସୁପର୍ କିଙ୍ଗସ ଚମତ୍କାର ଆରମ୍ଭ କରିଛି। ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ମାତ୍ର ୭୦ ରନ୍ରେ ଅଲଆଉଟ୍ କରି ମୁକାବିଲାକୁ ଅତି ସହଜରେ ୭ ୱିକେଟ୍ରେ ଜିତିନେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ।!-->…
Read More...
Read More...
ଆଇପିଏଲ୍ ୧୨: ୟୋଲୋ ନାଇଟ୍ ମ୍ୟାଚ୍ ଆରମ୍ଭ, ଟସ୍ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି
ଚେନ୍ନାଇ: ବିରାଟ କୋହଲିଙ୍କ ନେତୃତ୍ୱରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ୟୋଲୋ ନାଇଟ୍ ମ୍ୟାଚ୍ ଶନିବାର ଆରମ୍ଭ ହୋଇଯାଇଛି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର!-->…
Read More...
Read More...